Memoranda placed in the Meetings of the Cabinet

SEARCH YEAR DEPARTMENT
NAME OF THE
DEPARTMENT
SUBJECT MATTER DATE OF
MEETING
DECISIONS OF
THE CABINET
MEDIA BRIEF CABINET MEMORANDUM
Agriculture & Farmers' Empowerment “ଫସଲ ବିବିଧିକରଣ ଯୋଜନା” ଅନୁମୋଦନ ନିମନ୍ତେ I 25/10/2025 APPROVED
Housing & Urban Development ଆର୍ଥିକ ବର୍ଷ ୨୦୨୫-୨୬ ରୁ ୨୦୨୯-୩୦ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ମଧ୍ୟରେ ୫୧୨ କୋଟି ଟଙ୍କା ବ୍ୟୟରେ ନୂତନ ଯୋଜନା “ଆହାର (AAHAAR)” ପାଇଁ ଅନୁମୋଦନ ପ୍ରସ୍ତାବ I 25/10/2025 APPROVED
Commerece and Transport (Transport) ବିମାନ ଚଳାଚଳ, ବିମାନବନ୍ଦର ଭିତ୍ତିଭୂମିର ବିକାଶ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ (ବି-ମାନ୍) I 25/10/2025 APPROVED
Fisheries & Animal Resources Dev ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଅଧୀନରେ “ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା” ଅନ୍ତର୍ଗତ ‘କ୍ଷୁଦ୍ର ପ୍ରାଣୀ ଉନ୍ନୟନ’ ଉପଯୋଜନାର କାର୍ଯ୍ୟକାରିତା ନିମନ୍ତେ ପ୍ରସ୍ତାବ I 25/10/2025 APPROVED
Housing & Urban Development ଚୁକ୍ତିନାମା ଆଧାରରେ ୨୦୦ ମିଡି ବସ୍ କ୍ରୟ ଓ ୧୦ ବର୍ଷ ପାଇଁ ଏହାର ପରିଚାଳନା, ରକ୍ଷଣାବେକ୍ଷଣ ନିମନ୍ତେ ୯୫୨,୫୬,୦୦,୦୦୦/- ଟଙ୍କା ମୂଲ୍ୟର ଅନୁମୋଦନ I 25/10/2025 APPROVED
Labour & Employee's State Insurance ରାଜ୍ୟର ESI ହସ୍ପିଟାଲ ଏବଂ ଡିସପେନସାରିରେ ସେବା ନିମନ୍ତେ “ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଯୋଜନା ପ୍ରୟୋଗଶାଳା- ଟେକ୍ନିସିଆନ୍ ସେବା” ରେ ନିଯୁକ୍ତ ବ୍ୟକ୍ତି ମାନଙ୍କର ନିଯୁକ୍ତି, ପଦୋନ୍ନତି ଏବଂ ସେବା ସର୍ତ୍ତାବଳୀକୁ ନିୟନ୍ତ୍ରଣ କରିବା ପାଇଁ “ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଯୋଜନା - ପ୍ରୟୋଗଶାଳା- ଟେକ୍ନିସିଆନ୍ ସେବା” (ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ) ନିୟମ, 2025 ପ୍ରସ୍ତୁତ କରିବା ସମ୍ବନ୍ଧରେ I 10/10/2025 APPROVED
Labour & Employee's State Insurance ଭାରତୀୟ ସମ୍ବିଧାନର ଧାରା ୨୧୩ ଅନୁଯାୟୀ ଏକ ଅଧ୍ୟାଦେଶ ପ୍ରଣୟନ କରି ଓଡ଼ିଶା ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ, ୧୯୫୬ରେ ସଂଶୋଧନ ନିମନ୍ତେ ପ୍ରସ୍ତାବ I 10/10/2025 APPROVED
Labour & Employee's State Insurance ରାଜ୍ୟରେ ପ୍ରୟୋଗ ନିମନ୍ତେ କାରଖାନା ଆଇନ, ୧୯୪୮ ରେ ସଂଶୋଧନ ପାଇଁ ଭାରତୀୟ ସମ୍ବିଧାନର ଧାରା ୨୧୩ ଅନୁଯାୟୀ ଏକ ଅଧ୍ୟାଦେଶ ପ୍ରଣୟନର ପ୍ରସ୍ତାବ I 10/10/2025 APPROVED
Finance ଓଡ଼ିଶା ଟିକସ ଏବଂ ହିସାବ ସେବା ନିୟମ, ୨୦୧୧ ର ସଂଶୋଧନ I 10/10/2025 APPROVED
Housing & Urban Development “ସ୍ଵଚ୍ଛ ଓଡ଼ିଶା” ଯୋଜନାରେ ପାଞ୍ଚ ବର୍ଷ ପାଇଁ ₹୧୬୦୦ କୋଟିର ବ୍ୟୟ ଅନୁମୋଦନ I 10/10/2025 APPROVED
 
<<    <    PAGE    OF 192    >    >>   
To view older cabinet decisions please go to archieve
CLICK HERE TO SEE ARCHIEVE