Memoranda placed in the Meetings of the Cabinet

SEARCH YEAR DEPARTMENT
NAME OF THE
DEPARTMENT
SUBJECT MATTER DATE OF
MEETING
DECISIONS OF
THE CABINET
MEDIA BRIEF CABINET MEMORANDUM
Finance ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ, ୨୦୧୭ ର ସଂଶୋଧନ ପ୍ରସ୍ତାବ I 01/08/2026 APPROVED
ST & SC Development, Minorities & Backward Classes Welfare ରାଜ୍ୟରେ କୃଷି ଓ ଅଣକୃଷି ଭିତ୍ତିକ ଜୀବିକା ଉତ୍ପାଦନ କ୍ଲଷ୍ଟର ମାଧ୍ୟମରେ ଜନଜାତି ସମୁଦାୟ ମାନଙ୍କର ଜୀବିକା ବିକାଶ ନିମନ୍ତେ ବର୍ତ୍ତମାନ ଚାଲିଥିବା ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ (ପ୍ରଥମ ପର୍ଯ୍ୟାୟ) କାର୍ଯ୍ୟକ୍ରମକୁ, ରାଜ୍ୟର TSP ଅଞ୍ଚଳରେ ବସବାସ କରୁଥିବା ଅନୁସୂଚିତ ଜନଜାତି ଓ ଅଣୁ ପ୍ରକଳ୍ପ କ୍ଷେତ୍ର (MPA) ଅଞ୍ଚଳରେ ବସବାସ କରୁଥିବା ଅନୁସୂଚିତ ଜନଜାତି ତଥା ସମସ୍ତ ବିଶେଷ ଭାବେ ଅନୁନ୍ନତ ଜନଜାତି (PVTG) ପରିବାର ମାନଙ୍କ ଆୟ ବୃଦ୍ଧି ତଥା ସାମଗ୍ରିକ କଲ୍ୟାଣ ନିମନ୍ତେ, ଦ୍ଵିତୀୟ ପର୍ଯ୍ୟାୟରେ “ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ୨.୦” (MMJJM 2.0) କାର୍ଯ୍ୟକ୍ରମ ଭାବରେ ପ୍ରଣୟନ ନିମନ୍ତେ ପ୍ରସ୍ତାବ । 01/08/2026 APPROVED
Law ଓଡ଼ିଶା ରାଜ୍ୟ ଆଇନ ସେବା (OSLS) କ୍ୟାଡ଼ର ନିୟମାବଳୀ, ୨୦୨୬ ର ଅନୁମୋଦନ ଏବଂ ପ୍ରଚଳିତ କ୍ୟାଡ଼ର ନିୟମାବଳୀର ଅଧିକ୍ରମଣ I 01/08/2026 APPROVED
Agriculture & Farmers' Empowerment ରାଜ୍ୟ କ୍ଷେତ୍ର ଯୋଜନା “କୃଷି ଯନ୍ତ୍ରପାତି, ଉପକରଣ ଓ ଡିଜେଲ ପମ୍ପସେଟ୍ ଇତ୍ୟାଦିର ଲୋକପ୍ରିୟକରଣ” କୁ ଅନୁମୋଦନ I 01/08/2026 APPROVED
Housing & Urban Development “ପ୍ରଧାନ ମନ୍ତ୍ରୀ ଆବାସ – ସହରୀ ବନ୍ଧୁ” ନାମକ ଏକ ନୂତନ ଯୋଜନା ମାଧ୍ୟମରେ ରାଜ୍ୟର ସହରାଞ୍ଚଳରେ ନିଜସ୍ଵ ପକ୍କା ଘର ହାସଲ ରଖିବା ପାଇଁ ସମସ୍ତ ସମ୍ଭାବ୍ୟ ପରିବାରକୁ ଅନ୍ତର୍ଭୁକ୍ତ କରିବା ପାଇଁ ଅନୁମୋଦନ I 01/08/2026 APPROVED
Housing & Urban Development ଭୁବନେଶ୍ଵର-କଟକ-ପୁରୀ-ପାରାଦୀପ ତଥା କେନ୍ଦ୍ରୀୟ ଅର୍ଥନୈତିକ ଅଞ୍ଚଳ ବିକାଶ କର୍ତ୍ତୃପକ୍ଷ (CERDA) ପ୍ରତିଷ୍ଠା ଏବଂ ଅର୍ଥନୈତିକ ଅଞ୍ଚଳ ବିକାଶ କର୍ତ୍ତୃପକ୍ଷ (ERDA) ଗୁଡିକ ନିମନ୍ତେ ଏକ ଆଇନଗତ ବ୍ୟବସ୍ଥା ପ୍ରଣୟଣ ପାଇଁ ‘ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ, ୧୯୮୨ ର ସଂଶୋଧନ ପ୍ରସ୍ତାବ I 01/08/2026 APPROVED
Water Resources ବାଲେଶ୍ଵର ଜିଲ୍ଲାର ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ଅଧୀନସ୍ଥ ସାଳନ୍ଦୀ ବାମ ମୁଖ୍ୟ କେନାଲର ୪୦.୯୨୭ କି.ମି. ଠାରୁ ୪୫.୫୭୦ କି.ମି. ମଧ୍ୟରେ ୭୧୭୧.୭୭ ହେକ୍ଟର ଚାଷଜମି ନିମନ୍ତେ ଭୂତଳ ପାଇପ୍ ଲାଇନ ଜଳସେଚନ (ମାଧ୍ୟାକର୍ଷଣ ପ୍ରବାହ) ବ୍ୟବସ୍ଥା ଦ୍ଵାରା ବିତରଣ ପ୍ରଣାଳୀ ର ନିର୍ମାଣ ଓ ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ କୁ ଇ.ପି.ସି ଓ ଟର୍ନ କି ପଦ୍ଧତି ରେ ସମ୍ପାଦନ ସହ ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ନିମିତ୍ତ ସର୍ବନିମ୍ନ ଯୋଗ୍ୟ ବିଡର୍ M/s Radhe Construction ର ଆର୍ଥିକ ବିଡ୍ ଅନୁମୋଦନ, ଯାହାର କାର୍ଯ୍ୟାନ୍ୱୟନ ମୂଲ୍ୟ ୧୪୫,୭୦,୮୯,୮୦୨ ଟଙ୍କା (GST ବ୍ୟତୀତ) ଓ ୫ ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ ମୂଲ୍ୟ ୭,୩୦,୦୦,୧୯୯ ଟଙ୍କା (GST ବ୍ୟତୀତ) I 01/08/2026 APPROVED
Water Resources ବାଲେଶ୍ଵର ଜିଲ୍ଲା ର ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ଅଧୀନସ୍ଥ ସାଳନ୍ଦୀ ବାମ ମୁଖ୍ୟ କେନାଲର ୬୦.୩୦୪ କି.ମି. ଠାରୁ ୭୧.୫୦୫ କି.ମି. ମଧ୍ୟରେ ୫୦୫୨.୬୮ହେକ୍ଟର ଚାଷଜମି ନିମନ୍ତେ ଭୂତଳ ପାଇପ୍ ଲାଇନ ଜଜଳସେଚନ (ମାଧ୍ୟାକର୍ଷଣ ପ୍ରବାହ) ବ୍ୟବସ୍ଥା ଦ୍ଵାରା ବିତରଣ ପ୍ରଣାଳୀ ର ନିର୍ମାଣ ଓ ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ କୁ ଇ ପି ସି ଓ ଟର୍ନ କି ପଦ୍ଧତି ରେ ସମ୍ପାଦନ ସହ ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ନିମିତ୍ତ ପ୍ରଥମ ସର୍ବନିମ୍ନ ଯୋଗ୍ୟ ବିଡର M/s RadheConstruction ର ଆର୍ଥିକ ବିଡ୍ ଅନୁମୋଦନ, ଯାହାର କାର୍ଯ୍ୟାନ୍ୱୟନ ମୂଲ୍ୟ ୧୧୨,୫୧,୯୭,୧୨୫.୦୦ ଟଙ୍କା (GST ବ୍ୟତୀତ) ଓ ୫ ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ ମୂଲ୍ୟ ୫,୬୩,୭୨,୩୭୬.୦୦ ଟଙ୍କା (GST ବ୍ୟତୀତ) I 01/08/2026 APPROVED
Water Resources “ଖୋର୍ଦ୍ଧା ଜିଲ୍ଲାର ମହାନଦୀ ଏବଂ ପୁରୀ ଜିଲ୍ଲାର ଦୟା ନଦୀରୁ ଜଳ ଉତ୍ତୋଳନ କରି ୫୦୦ ହେକ୍ଟରରୁ ୨୦୦୦ ହେକ୍ଟର ପର୍ଯ୍ୟନ୍ତ କମାଣ୍ଡ ଏରିଆ ଥିବା ମୋଟ୍ ୭,୭୦୦ ହେକ୍ଟର ଚାଷୋପଯୋଗୀ ଜମିକୁ କ୍ଲଷ୍ଟର–୩୪ ଅଧୀନରେ ୧ ହେକ୍ଟର ଚକ ମାଧ୍ୟମରେ ଜଳସେଚନ ଯୋଗାଇ ଦେବା ନିମନ୍ତେ ୦୫ ଟି ଉଠା ଜଳସେଚନ ପ୍ରକଳ୍ପ ତଥା ଏହାର ବଣ୍ଟନ ପ୍ରଣାଳୀ ନିର୍ମାଣ ସହିତ ପ୍ରକଳ୍ପଗୁଡିକର ବିଦ୍ୟୁତ୍ ସଂଯୋଗୀକରଣ ଇପିସି ଏବଂ ଟର୍ଣ୍ଣ-କି ବ୍ୟବସ୍ଥା ମାଧ୍ୟମରେ ସମ୍ପାଦନ ପୂର୍ବକ ପ୍ରବର୍ତ୍ତିତ ପ୍ରଣାଳୀର ୧୫ ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ” କାର୍ଯ୍ୟ ନିମିତ୍ତ ପ୍ରଥମ ସର୍ବନିମ୍ନ ଯୋଗ୍ୟ ବିଡ଼ର M/s Eagle Infra India Limited ର ଆର୍ଥିକ ବିଡ୍, ଯାହାର କାର୍ଯ୍ୟାନ୍ୱୟନ ମୂଲ୍ୟ ୨୩୪,୭୮,୯୭,୩୬୬.୧୨ ଟଙ୍କା (GST ବ୍ୟତୀତ) ଏବଂ ୧୫ ବର୍ଷ ପର୍ଯ୍ୟନ୍ତ ପରିଚାଳନା ଓ ରକ୍ଷଣାବେକ୍ଷଣ ମୂଲ୍ୟ ୨୧,୮୧,୧୦,୬୮୪.୨୮ଟଙ୍କା (GST ବ୍ୟତୀତ) ର ଅନୁମୋଦନ ନିମନ୍ତେ । 01/08/2026 APPROVED
Water Resources “ରାୟଗଡା ଜିଲ୍ଲାର ହରଭଙ୍ଗୀ ନଦୀ ଏବଂ ବଂଶଧରା ନଦୀ (ଧୁଆପଦର ISS ପାଖ ଓ କରଣପଡୁ ISS ପାଖ) ଏବଂ ଗଜପତି ଜିଲ୍ଲାର ବଂଶଧରା ନଦୀ (ପ୍ରଧାନିଗୁଡା ISS ପାଖ) ରୁ ଜଳ ଉତ୍ତୋଳନ କରି ୫୦୦ ହେକ୍ଟରରୁ ୨୦୦୦ ହେକ୍ଟର ପର୍ଯ୍ୟନ୍ତ କମାଣ୍ଡ ଏରିଆ ଥିବା ମୋଟ୍ ୪,୦୫୦ ହେକ୍ଟର ଚାଷୋପଯୋଗୀ ଜମିକୁ କ୍ଲଷ୍ଟର–୩୫ ଅଧୀନରେ ୧ ହେକ୍ଟର ଚକ ମାଧ୍ୟମରେ ଜଳସେଚନ ଯୋଗାଇ ଦେବା ନିମନ୍ତେ ୦୪ ଟି ଉଠା ଜଳସେଚନ ପ୍ରକଳ୍ପ ତଥା ଏହାର ବଣ୍ଟନ ପ୍ରଣାଳୀ ନିର୍ମାଣ ସହିତ ପ୍ରକଳ୍ପଗୁଡିକର ବିଦ୍ୟୁତ୍ ସଂଯୋଗୀକରଣ ଇପିସି ଏବଂ ଟର୍ଣ୍ଣ-କି (EPC-Turnkey) ବ୍ୟବସ୍ଥା ମାଧ୍ୟମରେ ସମ୍ପାଦନ ପୂର୍ବକ ପ୍ରବର୍ତ୍ତିତ ପ୍ରଣାଳୀର ୧୫ ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ” କାର୍ଯ୍ୟ ନିମିତ୍ତ ପ୍ରଥମ ସର୍ବନିମ୍ନ ଯୋଗ୍ୟ ବିଡର M/s Eagle Infra India Limited ର ଆର୍ଥିକ ବିଡ୍ ଅନୁମୋଦନ ନିମନ୍ତେ, ଯାହାର କାର୍ଯ୍ୟାନ୍ୱୟନ ମୂଲ୍ୟ ୧୩୩,୧୯,୭୨,୩୧୮.୨୧ ଟଙ୍କା (GST ବ୍ୟତୀତ) ଏବଂ ୧୫ ବର୍ଷ ପର୍ଯ୍ୟନ୍ତ ପରିଚାଳନା ଓ ରକ୍ଷଣାବେକ୍ଷଣ ମୂଲ୍ୟ ୧୨,୩୭,୩୫,୧୩୩.୩୯ ଟଙ୍କା (GST ବ୍ୟତୀତ) ର ଅନୁମୋଦନ ନିମନ୍ତେ । 01/08/2026 APPROVED
 
<<    <    PAGE    OF 208    >    >>   
To view older cabinet decisions please go to archieve
CLICK HERE TO SEE ARCHIEVE